Breaking News ୪ଟି ଦେଶୀ ବନ୍ଧୁକ ସହିତ ୩ ଗିରଫ Abinash Kumar Dhal Sep 23, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁର ପୁଲିସକୁ ମିଳିଛି ବଡ ସଫଳତା । ୪ଟି ଦେଶୀ ବନ୍ଧୁକ ସହିତ ୩ ଜଣ ବନ୍ଧୁକ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ବିଭିନ୍ନ ସ୍ଥାନରେ ଯୁଜୁମରା ପୋଲିସ ପକ୍ଷରୁ ଚଢାଉ…