ସେନାରେ ସମାପ୍ତ ହେବ ଗୁଲାମୀର ଚିହ୍ନ, ବଦଳିବ ପୋଷାକ, ରେଜିମେଣ୍ଟର ହେବ ନୂତନ ନାମକରଣ !
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ନୌସେନାର ନୂତନ ପତାକାର ବିମୋଚନ କରିଛନ୍ତି। ପତାକାରୁ ଇଂରେଜ ଅମଳର ଚିହ୍ନ ରେଡ୍ କ୍ରସକୁ ହଟାଇ ଦିଆଯାଇଛି। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ଯେ, ଏବେ ସେନାର…