Breaking News ମୁକୁଲ ରୋହତଗୀ ହେବେ ଦେଶର ପରବର୍ତ୍ତୀ ଆଟର୍ଣ୍ଣି ଜେନେରାଲ Manas Pradhan Sep 13, 2022 ନୂଆଦିଲ୍ଲୀ: ମୁକୁଲ ରୋହତଗୀ ହେବେ ଦେଶର ପରବର୍ତ୍ତୀ ଆଟର୍ଣ୍ଣି ଜେନେରାଲ (ଏଜି) । ଆସନ୍ତା ଅକ୍ଟୋବର ମାସରୁ ସେ ନିଜର କାର୍ୟ୍ୟକାଳ ଆରମ୍ଭ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ଗତ ୨୦୧୪ରୁ ୨୦୧୭…