ଆସନ୍ତା ୯ ବର୍ଷରେ ସମୁଦ୍ର ଗର୍ଭରେ ଲୀନ ହୋଇଯିବ ବିଶ୍ୱର ୯ଟି ସହର: ଭାରତର ଏହି ସହରର ନାମ ଅଛି ସାମିଲ୍
ନୂଆଦିଲ୍ଲୀ: ଗ୍ଲୋବାଲ ୱାର୍ମିଂ କାରଣୁ ବିଶ୍ୱର କିଛି ସହର ୨୦୫୦ ଓ ୨୧୦୦ ମଧ୍ୟରେ ଲୋପ ପାଇଯିବ । ତେବେ ସବୁଠାରୁ ଅଧିକ କ୍ଷତି ଆସନ୍ତା ୯ ବର୍ଷରେ ଦେଖିବାକୁ ମିଳିବ । ଏ ସମୟ ମଧ୍ୟରେ ବିଶ୍ୱର ୯ଟି ସହର ଜଳସ୍ତର ବୃଦ୍ଧି…