ଆଗକୁ ୧୦ ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଏହା ପଛର ପ୍ରକୃତ କାରଣ ଓ କ’ଣ ରହିଛି ବିଶେଷଜ୍ଞ ମତ
ନୂଆଦିଲ୍ଲୀ: ବର୍ତ୍ତମାନ ତୈଳ ଦରବୃଦ୍ଧିକୁ ନେଇ ଜନସାଧାରଣ ମୁଣ୍ଡରେ ହାତଦେଇ ବସିଛନ୍ତି । ପେଟ୍ରୋଲ ଓ ଡିଜେଲ ଦର ୧୦୦ ଟପିଯାଇଥିବାରୁ ସାଧାରଣଙ୍କ ଲୋକଙ୍କ ଦୈନନ୍ଦିନ ଜୀବନରେ ତାହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି ।…