Browsing Tag

rahul gandhi mysore pak

(Video): ମୈସୁର ପାକ୍ ଉପହାର ଦେଲେ ରାହୁଲ ଗାନ୍ଧୀ, ‘ଏକ୍ସ’ରେ ଭାବପୂର୍ଣ୍ଣ ପୋଷ୍ଟ ଲେଖିଲେ ଏମ୍‌.କେ ଷ୍ଟାଲିନ୍‌

ଚେନ୍ନାଇ: ‘ରାଜନୀତିରେ ଆଜି ଯିଏ ଶତ୍ରୁ କାଲି ସିଏ ମିତ୍ର ଏବଂ ଆଜି ଯିଏ ମିତ୍ର କାଲି ସିଏ ଶତ୍ରୁ ।’ ଅନେକ ସମୟରେ ଆପଣ ଏପରି ଶୁଣିଥିବେ । କିନ୍ତୁ ବେଳେ ବେଳେ କିଛି ସମ୍ପର୍କ ଆହୁରୀ ଦୃଢ଼ ହୋଇଥାଏ । ଏଭଳି ଏକ ଉଦାହରଣ…