ସର୍ତ୍ତମୂଳକ ଏଜେଣ୍ଡା ଗୃହୀତ କରାଇବାକୁ ଚାହୁଁଥିଲେ ଗେହଲଟ ଗୋଷ୍ଠୀ, ଏମିତି କଂଗ୍ରେସ ଇତିହାସରେ କେବେ ଘଟିନି: ପର୍ଯ୍ୟବେକ୍ଷକ
ନୂଆଦିଲ୍ଲୀ: ରାଜସ୍ଥାନର ନୂତନ ମୁଖ୍ୟମନ୍ତ୍ରୀକୁ ନେଇ ହରଡଘଣାରେ କଂଗ୍ରେସ। କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ଗେହଲଟ୍ ଙ୍କ ସଙ୍କଟରେ ଦେଶର ସର୍ବ ପୁରାତନ ରାଜନୈତିକ ଦଳ। ସଚିନ ପାଇଲଟ୍ ଙ୍କୁ…