ଉତ୍କଳ ବିଶ୍ୱବିଦ୍ୟାଳୟରେ PhD ଓ M.Phil ନାମଲେଖା ପାଇଁ ରେଜିଷ୍ଟ୍ରେସନ ୧୮ରୁ ଆରମ୍ଭ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଏଚଡି ଓ ଏମ.ଫିଲ ପାଠ୍ୟକ୍ରମରେ ଆଡମିଶନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୧୮ ତାରିଖରୁ ବିଶ୍ୱବିଦ୍ୟାଳୟ ୱେବସାଇଟରେ ରେଜିଷ୍ଟ୍ରେସନ ଆରମ୍ଭ ହେବ ।…