ଥଣ୍ଡା ଆରମ୍ଭ ହେଲେ ଶରୀରରେ ହୃଦଘାତ ସମ୍ଭାବନା ବୃଦ୍ଧି ପାଇଥାଏ କାହିଁକି: ଏନେଇ କ’ଣ କହୁଛନ୍ତି ଡାକ୍ତର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବର୍ତ୍ତମାନ ଥଣ୍ଡା ସିଜିନର ଆଗମନ ହୋଇ ସାରିଥିବା ବେଳେ ଧୀରେଧୀରେ ଶୀତ ଅନୁଭୂତ ହେବାକୁ ଲାଗିଲାଣି । ଏପରି ସ୍ଥିତିରେ ଲୋକମାନେ ଶୀତବସ୍ତ୍ରର ବ୍ୟବହାର କରିବା ଆରମ୍ଭ କରିଦେଲେଣି…