ପୂଜା ଘରେ ଶଙ୍ଖ ରଖିଛନ୍ତି କି? ତାହେଲେ ଭୁଲରେ ବି ଏହି କାମ କରନ୍ତୁ ନାହିଁ
ଓଡ଼ିଶା ଭାସ୍କର: ଧାର୍ମିକ ଭାବନା ଅନୁଯାୟୀ ପୂଜା ଘରେ ଶଙ୍ଖ ରଖିବା ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ କରାଯାଏ । ଏହା ସମୃଦ୍ଧର ରାସ୍ତା ଖୋଲିଥାଏ । ତେବେ ବିଧି ମୁତାବକ ଘରେ ଶଙ୍ଖ ରଖି ପୂଜା କରିବା ଦ୍ୱାରା ଗୃହରେ ଥିବା…