ମନୋରଞ୍ଜନ ହାତରେ ପୁଅ ନାଁର ଟାଟୁ କଲେ ବିକ୍ରାନ୍ତ, ଇନଷ୍ଟାଗ୍ରାମରେ ଶେୟାର କଲେ ଫଟୋ Sasmita Jamuda Mar 31, 2024 ମୁମ୍ବାଇ: ବିଶିଷ୍ଟ ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କ ନିର୍ଦ୍ଦେଶିତ ‘12th Fail’ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କ ମନ କିଣିଥିଲେ ବଲିଉଡ଼ ଅଭିନେତା ବିକ୍ରାନ୍ତ ମେସି । ଏହି ଫିଲ୍ମରେ ତାଙ୍କର ନିଖୁଣ ଅଭିନୟ ପାଇଁ…