(ଭିଡିଓ) ୭୨ତମ ଜନ୍ମଦିବସରେ ୭୨ କିମି ପଦଯାତ୍ରା: PM Modiଙ୍କୁ ନିଆରା ଢଙ୍ଗରେ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ସିଲଭର ଗାନ୍ଧି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ତମ ଜନ୍ମଦିବସ । ଏହି ଅବସରରେ ଦେଶ ବିଦେଶରୁ ତାଙ୍କ ପାଖକୁ ଜନ୍ମଦିନର ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ପିଏମ ମୋଦୀ ଆଜି ୮ଟି ଚିତାବାଘ…