Breaking News ଗ୍ରେନେଡ୍ ବିସ୍ଫୋରଣ: ୬ ସିଆରପିଏଫ୍ ଯବାନ ଆହତ Manas Pradhan Oct 16, 2021 ନୂଆଦିଲ୍ଲୀ: ରାୟପୁରଠାରେ ଏକ ରେଲୱେ ଷ୍ଟେସନରେ ଏକ ଗ୍ରେନେଡ୍ ବିସ୍ଫୋରଣରେ ୬ ଜଣ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି । ଯାତ୍ରୀମାନେ କୋଚ ଭିତରେ ଛିଡ଼ା ହୋଇଥିବା ବେଳେ ଆଜି ସକାଳୁ ଏହି ଘଟଣା ଘଟିଥିଲା । ଖବର ପାଇ…