Browsing Tag

Swiss Bank

ଖୋଲିଲା କଳାଧନର ଗୁମର: ସ୍ୱିସ୍ ବ୍ୟାଙ୍କ ଭାରତକୁ ପ୍ରଦାନ କଲା ଖାତାଧାରୀଙ୍କ ଚତୁର୍ଥ ଲିଷ୍ଟ

ନୂଆଦିଲ୍ଲୀ: ସ୍ୱିସ୍ ବ୍ୟାଙ୍କ ପକ୍ଷରୁ ପୁଣି ଥରେ ଭାରତୀୟ ଖାତାଧାରୀଙ୍କ ଲିଷ୍ଟ ଜାରି କରାଯାଇଛି । ବାର୍ଷିକ ସ୍ୱଚାଳିତ ସୂଚନା ବିନିମୟ ଆଧାରରେ ସ୍ୱିସ୍ ବ୍ୟାଙ୍କ ଭାରତକୁ ଖାତାଧାରୀଙ୍କ ଚତୁର୍ଥ ଲିଷ୍ଟ ପ୍ରଦାନ କରିଛି…