ଆପଣଙ୍କ ଘରେ ବ୍ୟବହାର ହେଉଥିବା ପାଣି ବିଷାକ୍ତ କି ନୁହେଁ; ସହଜରେ କରନ୍ତୁ ଏହିପରି ପରୀକ୍ଷା
ଓଡ଼ିଶା ଭାସ୍କର: ବର୍ଷାଦିନେ ଘରେ ଅପରିଷ୍କାର ପାଣି ଏକ ସାଧାରଣ ସମସ୍ୟା। ଅନେକ ସମୟରେ ଦୂଷିତ ପାଣି ପିଇ କେହି କେହି ଅସୁସ୍ଥ ହୋଇପଡ଼ନ୍ତି ଏବଂ ଏହାର ଖରାପ ପ୍ରଭାବ ପିଲାମାନଙ୍କ ଉପରେ ଅଧିକ ପଡ଼ିଥାଏ। କିନ୍ତୁ କ'ଣ…