ନିର୍ମାଣାଧୀନ ବିଲ୍ଡିଂର ଲିଫ୍ଟ ଭୁଶୁଡ଼ି ଚାଲିଗଲା ୭ ଜୀବନ, ଜଣେ ଗୁରୁତର
ନୂଆଦିଲ୍ଲୀ: ଲିଫ୍ଟ ଭୁଶୁଡ଼ି ଚାଲିଗଲା ୭ ଜୀବନ । ଗୁଜୁରାଟର ଅହମ୍ମଦାବାଦରେ ଏକ ନିର୍ମାଣାଧୀନ ବିଲ୍ଡିଂର ଲିଫ୍ଟ ହଠାତ୍ ଭୁଶୁଡି ତଳେ ପଡ଼ିଯାଇଥିଲା, ଫଳସ୍ୱରୂପ ଏହି ଘଟଣାରେ ୭ ଜଣଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି।…