ଓଡ଼ିଶାରେ ବୈଧ ଆନ୍ଧ୍ର ଓ ନାଗାର୍ଜୁନ B.Ed: ସରକାରୀ ସ୍କୁଲରେ ଚାକିରି କରିପାରିବେ ଛାତ୍ରଛାତ୍ରୀ, ସ୍ପଷ୍ଟ କଲା ଉଚ୍ଚଶିକ୍ଷା ବିଭାଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ଶିକ୍ଷକତା କରିବା ପାଇଁ ଅବୈଧ ନୁହେଁ ଆନ୍ଧ୍ର ବି.ଏଡ୍ । ଆନ୍ଧ୍ରପ୍ରଦେଶ କିମ୍ବା ନାଗାର୍ଜୁନ ୟୁନିଭରସିଟିର ବିଏଡ୍ ପାଠ୍ୟକ୍ରମର କୃତି ଛାତ୍ରଛାତ୍ରୀମାନେ ଓଡ଼ିଶାର ସରକାରୀ…