fbpx

ତପସ୍ୱିନୀ ଆମ ଷ୍ଟାଣ୍ଡାର୍ଡକୁ ମ୍ୟାଚ କରୁନି: ବାପ-ପୁଅଙ୍କ ଭାଇରାଲ ଅଡିଓ ରେକର୍ଡିଂ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ ଏବଂ ଡାକ୍ତର ସୁମିତ ସାହୁଙ୍କ ମାମଲାରେ ଏକ ଅଡିଓ ରେକର୍ଡିଂ ସାମ୍ନାକୁ ଆସିଛି । ବାପ-ପୁଅଙ୍କ ମଧ୍ୟରେ ହୋଇଥିବା ଏହି କଥାବାର୍ତ୍ତାକୁ କିଏ ରେକର୍ଡ କରିଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ ଏହି କଲଟି ସୁମିତ ନିଜ ହଷ୍ଟେଲରୁ କରିଥିବା ସ୍ପଷ୍ଟ ହୋଇଛି । ଏହି କଲରେ ସୁମିତ ଏବଂ ତପସ୍ୱିନୀ ବିବାହ କରିବାକୁ ଚାହୁଁଥିବା ନେଇ ନିଜ ପିତାଙ୍କୁ କହିଛନ୍ତି ସୁମିତ । ତେବେ ପିତା ଏଥିରେ ଅସନ୍ତୋଷ ଜାହିର କରିବା ସହିତ ବିବାହକୁ ବିରୋଧ କରିଥିଲେ । ସୁମିତ ବିବାହ ପାଇଁ ଚାପ ପକାଇବାରୁ ତପସ୍ୱିନୀ ଆମ ଷ୍ଟାଣ୍ଡାର୍ଡକୁ ମ୍ୟାଚ କରୁନାହିଁ ବୋଲି କହିଥିଲେ ବାପା । ଦେଖନ୍ତୁ ଭାଇରାଲ ଭିଡିଓ….

Get real time updates directly on you device, subscribe now.