fbpx

୪୦ଡିଗ୍ରୀ ଟପିଲା ୮ଟି ସହର

Advertisement

ଭୁବନେଶ୍ୱର, ୧୫ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । ଏହାରିମଧ୍ୟରେ ଆଜି ୪୦ଡ଼ିଗ୍ରୀ ଟପିଛି ୮ଟି ସହର । ତାଳଚେର ୪୧.୭ଡିଗ୍ରୀ ସହ ଆଜିର ଉତପ୍ତ ସହର । ସେହିପରି ବଲାଙ୍ଗିରରେ ୪୧.୨, ଅନୁଗୁଳରେ ୪୦.୫, ମାଲକାନଗିରି ୪୦.୧, ଟିଟଲାଗଡ଼ରେ ୪୦ଡ଼ିଗ୍ରୀ, ଝାରସୁଗୁଡ଼ା, ବୌଦ୍ଧ ଓ ସୋନପୁରରେ ୪୦.୨ଡ଼ିଗ୍ରୀ ରହିଛି ।

Get real time updates directly on you device, subscribe now.