fbpx

ଶାହାରୁଖ୍ ଖାନଙ୍କ ବଙ୍ଗଳାର ନିକଟ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଣେ ମୃତ

ମୁମ୍ବାଇ,୨୦ ।୩: ବଲିଉଡ କିଙ୍ଗ ଅର୍ଥାତ୍ ଶାହାରୁଖ୍ ଖାନଙ୍କ ଘର ନିକଟରେ ଏକ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ଖବର ମିଳିଛି । ମୁମ୍ବାଇର ବାନ୍ଦ୍ରାଠାରେ ଥିବା ଏକ ବିଲ୍ଡିଂର ଫ୍ଲାଟରେ ଗୁରୁବାର ସକାଳ ୭.୩୦ ସମୟରେ ଅଗ୍ନିକାଣ୍ଡ ହୋଇଥିଲ । ଏହି ବିଲ୍ଡିଂ ଶାହାରୁଖ ଖାନଙ୍କ ‘ମନ୍ନତ’ ବଙ୍ଗଳା ନିକଟରେ ଅଛି । ଏହି ଦୁର୍ଘଟଣାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମହିଳାଙ୍କ ୯୦ ପ୍ରତିଶତ ପୋଡି ଯାଇଥିବା ବେଳେ ଭାଭା ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି ।

Get real time updates directly on you device, subscribe now.