fbpx
BSKY
BJD MC SKY
BJD YOUTH SKY

୧୩ରେ ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ, ଘୋଷଣା କରିବେ ପ୍ୟାକେଜ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନଭେମ୍ବର ୧୩ରେ ବରଗଡ଼ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । BSKY ସ୍ମାର୍ଟ କାର୍ଡ ବଣ୍ଟନ ପାଇଁ ବିଜେପୁର ସମାବେଶରେ ନବୀନ ଯୋଗଦେବେ । ଏହା ସହିତ ପାଇକମାଳ ପ୍ରସିଦ୍ଧ ନୃସିଂହ ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ କରିବେ । ଜିଲ୍ଲାର ବିଭିନ୍ନ ସ୍ଥାନରେ ପାନୀୟ ଭଳ ପ୍ରକଳ୍ପ ସମେତ ଶିକ୍ଷା, ଗମନାଗମନ, ପର୍ଯ୍ୟଟନ ବିକାଶ ପାଇଁ ପ୍ୟାକେଜ୍ ଘୋଷଣା କରିବେ । ଦିନ ୧୧ଟାରୁ ୧୨ଟା ମଧ୍ୟରେ ମୁଖ୍ୟମନ୍ତ୍ରରୀ ବିଜେପୁରରେ ପହଞ୍ଚିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ଼ ଗସ୍ତ ନେଇ ଆଜି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.