fbpx
BJD SKY
BJD SKY

ଏହି ଅକ୍ଷରରେ ନାମ ଥିବା ସ୍ୱାମୀ ହୋଇଥାନ୍ତି ସ୍ତ୍ରୀ କଥାରେ ଉଠୁବସ, ମାନିଥାନ୍ତି ସ୍ତ୍ରୀ’ର ସବୁ କଥା

BJD

ଓଡ଼ିଶା ଭାସ୍କର: ବିବାହ ପରେ ସମସ୍ତଙ୍କ ଜୀବନରେ କିଛିଟା ପରିବର୍ତ୍ତନ ଆସିଥାଏ । ପ୍ରାୟ ଝିଅମାନେ ଚାହାନ୍ତି କି, ବାହାଘର ପରେ ପତି ସେମାନଙ୍କ କଥା ଶୁଣୁ ବା ମାନୁ । କିନ୍ତୁ କିଛି ଏପରି ପତି ଅଛନ୍ତି, ଯେଉଁମାନେ ପତ୍ନୀର ସବୁ ଇଛାକୁ ପୁରା କରିଥାନ୍ତି । ତେବେ ଆସନ୍ତୁ ଜାଣିକି ଏମିତି କିଛି ପତିଙ୍କ ବିଷୟରେ ଯେଉଁମାନେ ପତ୍ନୀର ଗୁଲାମୀ କରିଥାନ୍ତି ।

A ନାମ ଥିବା ବ୍ୟକ୍ତି ନିଜ ପତ୍ନୀର ସେବା କରିବାକୁ ଭଲ ପାଆନ୍ତି । ସେମାନେ ନିଜ ମନର ଖୁସି ପାଇଁ ସ୍ତ୍ରୀର ସବୁ କଥା ମାନି ଥାନ୍ତି । ପତ୍ନୀଙ୍କୁ କୌଣସି ପ୍ରକାରର କଷ୍ଟ ନଦେବା ସହ ତାଙ୍କର ବହୁ ଯତ୍ନ ନେଇଥାନ୍ତି ।

R ନାମ ଥିବା ବ୍ୟକ୍ତି ନିଜ ପତ୍ନୀକୁ ଖୁସି କରିବାକୁ ସମସ୍ତ ଚେଷ୍ଟା କରିଥାନ୍ତି । ବିବାହ ପରେ ସେମାନେ ପତ୍ନୀର ସବୁ କାମରେ ସହଯୋଗ କରିଥାନ୍ତି । ସ୍ତ୍ରୀର ସମସ୍ତ ସମସ୍ୟାକୁ ଦୂର କରିବାକୁ ସର୍ବଦା ଚେଷ୍ଟା କରିଥାନ୍ତି ।

ସେହିପରି P ନାମ ଥିବା ବ୍ୟକ୍ତି ବହୁ ବୁଝିବାର ହୋଇଥାନ୍ତି । ଏଥିପାଇଁ ସେମାନଙ୍କ ବୈବାହିକ ଜୀବନ ବହୁ ଖୁସିରେ ଚାଲିଥାଏ । ପତ୍ନୀର ସବୁ କଥା ମାନିବା ଯୋଗୁଁ ଏମାନଙ୍କୁ ପତ୍ନୀର ଗୁଲାମୀ ବା ସ୍ତ୍ରୀ କଥାରେ ଉଠୁବସ ହୋଇଥାନ୍ତି ବୋଲି କୁହାଯାଏ ।

Get real time updates directly on you device, subscribe now.