fbpx

ମା’କୁ ହୋଇଗଲା ପୁଅ ସହିତ ପ୍ରେମ….ଶେଷରେ ପୁଅକୁ ବିବାହ କରି ହୋଇଗଲା ସ୍ତ୍ରୀ

Advertisement

ଓଡିଶା ଭାସ୍କର; ପ୍ରେମ କେତେବେଳେ କାହାକୁ କେମିତି ହୁଏ ସେକଥା କେହି କହି ପାରିବେ ନାହିଁ । ହେଲେ ବାସ୍ତବରେ ପ୍ରେମ କଣ ଏମିତି ହୋଇପାରେ, ଯେଉଁ ପ୍ରେମ ପାଇଁ ମାଆ ପୁଅର ସ୍ତ୍ରୀ ବି ହୋଇପାରେ । ଯେଉଁ ପୁଅକୁ ମାଆ କୋଳେଇ କାଖେଇ ବଡ କରିଥିଲା ସେହି ପୁଅର ସେ ଶଯ୍ୟାଶଙ୍ଗିନୀ ହୋଇପାରିବ । ତେବେ ଏଭଳି ଏକ ସତ ପ୍ରେମ କାହାଣୀ ଦେଖିବାକୁ ମିଳିଛି ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିବା ସହ ସ୍ତବ୍ଧ ମଧ୍ୟ କରିଦେଇଛି ।

ଯେବେଠୁ ପୁଅକୁ ମାଆ ଦେଖିଥିଲେ ସେବେଠୁ ତାକୁ ମନ ଦେଇ ବସିଥିଲେ । ଆଉ ପୁଅର ପ୍ରେମରେ ମାଆ ବାୟାଣୀ ହୋଇଯାଇଥିଲା । ଏହା ପରେ ପୁଅର ସମ୍ପର୍କ ନୁହେଁ ବରଂ ନିଜର ଜୀବନ ସାଥି ବୋଲି ମାନିନେଇଛନ୍ତି ମାଆ । ତେବେ ଜଣେ ଋଷୀୟ ମହିଳା ତାଙ୍କର ୩୧ ବର୍ଷର ପାଳିତ ପୁଅକୁ ବିବାହ କରିଛନ୍ତି । ଯେଉଁ ଘଟଣାକୁ ନେଇ ବର୍ତ୍ତମାନ ଅନେକ ଚର୍ଚ୍ଚା ଓ ଆଲୋଚନା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ରୁଷିଆର ସଙ୍ଗୀତକାର ଆଶ୍ଲୁ ଚିଜହେଭସ୍କାୟା ମିଙ୍ଗାଲିମ୍ ଏକ ଅନାଥ ଆଶ୍ରମରେ ଡାନିଏଲ ଚିଜହେଭସ୍କାଏ ନାମକ ଜଣେ ଅନାଥ ଶିଶୁ ସଙ୍ଗୀତ ଶିଖାଉଥିଲେ । ସେବେଠୁ ସେ ଡାନିଏଲଙ୍କୁ ଖୁବ ପସନ୍ଦ କରୁଥିଲେ ଆଉ ଭଲ ପାଉଥିଲେ । ତେବେ ଡାନିଏଲଙ୍କୁ ଯେତେବେଳେ ୧୪ ବର୍ଷ ବୟସ ହୋଇଥିଲା, ସେତେବେଳେ ରୁଷିଆର ଏହି ୫୩ ବର୍ଷୀୟା ସଙ୍ଗୀତକାର ଆଶ୍ଲୁ ଚିଜହେଭସ୍କାୟା ମିଙ୍ଗାଲିମ୍ ତାଙ୍କୁ ପୋଷ୍ୟ ପୁତ୍ର ଭାବେ ଗ୍ରହଣ କରିଥିଲେ । ଏହା ପରେ ଡାନିଏଲଙ୍କୁ ଘରକୁ ଆଣିବାରୁ ଦୁହିଁଙ୍କ ମଧ୍ୟରେ ଭଲପାଇବା ବହୁତ ବଢି ଯାଇଥିଲା । ଶେଷରେ ଦୁହେଁ ଦୁହିଁଙ୍କୁ ଧୀରେ ଧୀରେ ପ୍ରେମ କରିବା ଆରମ୍ଭ କରିଦେଇଥିଲେ । ଶେଷରେ ନିଜର ପ୍ରେମରୁ ସାର୍ଥକ କରିବା ପାଇଁ ପୁଅ ମାଆକୁ ବିବାହ କରିନେଇଛି । ସେହିପରି ଡାନିଏଲଙ୍କ ବ୍ୟତୀତ ଆଶ୍ଲୁ ଆଉ ୫ ଜଣ ଶିଶୁଙ୍କୁ ମଧ୍ୟ ଅନାଥଶ୍ରମରୁ ଆଣିଥିଲେ । ତେବେ ଆଶ୍ଲୁ ଏବଂ ଡାନିଏଲଙ୍କ ବିବାହ ପରେ ଅନାଥାଶ୍ରମ ଆଶ୍ଲୁଙ୍କ ପାଖରୁ ଉକ୍ତ ୫ଜଣଙ୍କୁ ନେଇଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.