fbpx

କାଲିଠୁ ଦିନ ୨ଟା ପରେ ରାଜ୍ୟର ଏହି ସହର ବନ୍ଦ ରହିବ, ଜାଣନ୍ତୁ କେଉଁଟି?

ଢେଙ୍କାନାଳ,୧ ।୧୦(ଓଡିଶା ଭାସ୍କର): ଦିନକୁ ଦିନ କରୋନା ମହାମାରୀ ବଢି ବଢି ଚାଲିଛି । କରୋନାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାରି ମଧ୍ୟରେ କାଲିଠୁ ଦିନ ୨ଟା ପରେ ଢେଙ୍କାନାଳ ସହର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ବାଣିଜ୍ୟ ସଂଘ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ଏନେଇ ନିଷ୍ପତ୍ତି ନିଆଯାଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ବ୍ୟବସାୟୀ ସଂଘ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି ।

Get real time updates directly on you device, subscribe now.