fbpx

LIC ର ଏହି ସ୍କିମ୍ ଆପଣଙ୍କୁ କରିବ କୋଟିପତି, କେବଳ ୧୫୯୭ ଟଙ୍କା ବିନିଯୋଗ କରି ଫେରସ୍ତ ପାଇବେ ୯୩ ଲକ୍ଷ

ନୂଆଦିଲ୍ଲୀ : ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ LIC ଅନେକ ପ୍ରକାରର ସ୍ୱତନ୍ତ୍ର ସ୍କିମ୍ ଆରମ୍ଭ କରିଛି ସେଥିମଧ୍ୟରୁ ଗୋଟିଏ ହେଉଛି LIC ଧନ ବର୍ଷା ପ୍ଲାନ୍ । ଏହି ପ୍ଲାନ୍ ଆଧାରରେ ଆପଣ ମୂଳ ରାଶି ସହିତ ଅତିରିକ୍ତ ରାଶି ମଧ୍ୟ ପାଇପାରିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପ୍ଲାନରେ ଅଳ୍ପ ବୟସରୁ ଆରମ୍ଭ ହୋଇପାରିବ । କିନ୍ତୁ ଆମେ ଆପଣଙ୍କୁ କହିବୁ ଯେ ଏଥିରେ ବିନିଯୋଗ କରିବାର ସୁଯୋଗ କେବଳ ମାର୍ଚ୍ଚ ୩୧, ୨୦୨୩ ପର‌୍ୟ୍ୟନ୍ତ । ଏହି ଯୋଜନା ୧ ଏପ୍ରିଲରୁ ବନ୍ଦ ହେବାକୁ ଯାଉଛି ।

LIC ଧନ ବର୍ଷା ଯୋଜନା ଅଧୀନରେ ଆପଣ ସମୁଦାୟ ଦୁଇଟି ବିକଳ୍ପରୁ ବିନିଯୋଗ କରିବାର ସୁଯୋଗ ପାଇବେ । ପ୍ରଥମରେ, ଆପଣ ପ୍ରିମିୟମର ୧.୨୫ ଗୁଣ ରିଟର୍ନ ପାଇବେ । ଏହି ପରିପ୍ରେକ୍ଷୀରେ, ଯଦି ଆପଣ ୧୦ ଲକ୍ଷ ଟଙ୍କାର ଗୋଟିଏ ପ୍ରିମିୟମ ଜମା କରନ୍ତି, ତେବେ ୧୨.୫ ଲକ୍ଷ ଟଙ୍କା ଡେଥ୍ ବେନିଫିଟ୍ ମିଳିବାର ସହ ଜମାଧାରୀଙ୍କ ମୃତ୍ୟୁ ହେବା ପରେ ପରିବାରକୁ ୧୦ ଗୁଣା ଟଙ୍କା ଫେରସ୍ତ ପାଇବେ ।

ଯଦି ଜମାଧାରୀ ୧୦ତମ ପ୍ରିମିୟମ ବର୍ଷରେ ମୃତ୍ୟୁ ହୁଏ ତେବେ ୯୧,୪୯,୫୦୦ ଟଙ୍କା (୮୭,୪୯,୫୦୦ + ୪,୦୦,୦୦୦ ଟଙ୍କା) ମିଳିବ । ଯଦି ପଲିସିଧାରୀ ୧୫ ତମ ପ୍ରିମିୟମ ବର୍ଷରେ ମୃତ୍ୟୁ ହୁଏ, ତେବେ ନୋମିନଙ୍କୁ ୯୩,୪୯,୫୦୦ ଟଙ୍କା (୮୭,୪୯,୫୦୦ + ୬,୦୦,୦୦୦ ଟଙ୍କା) ମିଳିବ । ଏହି ପରିପ୍ରେକ୍ଷୀରେ ଆପଣ ୧୦ ଲକ୍ଷ ଟଙ୍କା ବିନିଯୋଗରେ ୧ କୋଟି ଟଙ୍କା ରିଟର୍ଣ୍ଣ ପାଇବେ । ଅନ୍ୟ ପଟେ, ଯଦି ଯୋଜନା ଶେଷ ହେବା ପର‌୍ୟ୍ୟନ୍ତ ଯଦି ଜଣେ ପଲିସି ଧାରକ ବଞ୍ଚି ଯାଆନ୍ତି, ତେବେ ଏପରି ପରିସ୍ଥିତିରେ ସେ ବେଶିକ୍ ରାଶି ସହିତ ସମ୍ ଆଡିଶନର ଲାଭ ମଧ୍ୟ ପାଇଥାନ୍ତି ।

Get real time updates directly on you device, subscribe now.