-
World 97,308,920
WorldConfirmed: 97,308,920Active: 25,374,774Recovered: 69,850,835Death: 2,083,311 -
USA 24,998,975
USAConfirmed: 24,998,975Active: 9,614,365Recovered: 14,968,716Death: 415,894 -
India 10,611,719
IndiaConfirmed: 10,611,719Active: 193,650Recovered: 10,265,163Death: 152,906 -
Brazil 8,639,868
BrazilConfirmed: 8,639,868Active: 862,353Recovered: 7,564,622Death: 212,893 -
Russia 3,633,952
RussiaConfirmed: 3,633,952Active: 539,416Recovered: 3,027,316Death: 67,220 -
UK 3,505,754
UKConfirmed: 3,505,754Active: 1,840,945Recovered: 1,571,519Death: 93,290 -
Italy 2,414,166
ItalyConfirmed: 2,414,166Active: 523,553Recovered: 1,806,932Death: 83,681 -
Turkey 2,406,216
TurkeyConfirmed: 2,406,216Active: 97,810Recovered: 2,283,919Death: 24,487 -
Germany 2,090,161
GermanyConfirmed: 2,090,161Active: 298,065Recovered: 1,741,800Death: 50,296 -
Pakistan 524,783
PakistanConfirmed: 524,783Active: 35,163Recovered: 478,517Death: 11,103 -
China 88,701
ChinaConfirmed: 88,701Active: 1,598Recovered: 82,468Death: 4,635
ଗଞ୍ଜାମ,୧୩ ।୧(ଓଡିଶା ଭାସ୍କର): ଗଞ୍ଜାମ ଜିଲ୍ଲା ତାମ୍ପରା ଏନଏଚ-୧୬ରେ ଦୁର୍ଘଟଣା ପରେ ଦୁର୍ଘଟଣା ଘଟିବାରେ ଲାଗିଛି । ମାତ୍ର କିଛି ଘଣ୍ଟାର ବ୍ୟବଧାନରେ ଗୋଟିଏ ଜାଗାରେ ୩ଟି ଦୁର୍ଘଟଣା ହୋଇଥିବା ଜଣାପଡିଛି । ସକାଳେ ତାମ୍ପରା ନିକଟରେ ଗୋଟିଏ ଗ୍ୟାସ୍ କଣ୍ଟେନର ଓଲଟି ପଡିଥିଲା । କଣ୍ଟେନର ଗ୍ୟାସ୍ ଲିକ୍ ହେବାରୁ ପ୍ରଶାସନ ପକ୍ଷରୁ ଗାଡି ଚଳାଚଳ ବନ୍ଦ କରାଯାଇଥିଲା । ଘଟଣାସ୍ଥଳକୁ ଆସୁଥିବା ପୋଲିସ କର୍ମଚାରୀଙ୍କ ଗାଡି ଓଲଟିପଡିଥିଲା । ପୋଲିସ ଗାଡି ଓଲଟିପଡିବାରୁ ୫ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଥିଲେ ।
ଏବେ ପୁଣି ସେହି ସ୍ଥାନରେ ଆଉ ଏକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସେଠାରେ ଏକ ଟ୍ରକ୍ ଓଲଟି ପଡିବା ଫଳରେ ଡ୍ରାଇଭରର ମୃତ୍ୟୁ ଘଟିଛି । କଣ୍ଟେନର ପଡିଥିବା କିଛି ଦୂରରେ ପାର୍କିଂ କଲା ବେଳେ ଟ୍ରକଟି ଓଲଟି ପଡିଛି ।