ଛତ୍ରପୁରର ଗୋଟିଏ ସ୍ଥାନରେ ୩ଟି ଦୁର୍ଘଟଣା, ଡ୍ରାଇଭର ମୃତ

0
COVID-19 Updates
  • World 97,308,920
    World
    Confirmed: 97,308,920
    Active: 25,374,774
    Recovered: 69,850,835
    Death: 2,083,311
  • USA 24,998,975
    USA
    Confirmed: 24,998,975
    Active: 9,614,365
    Recovered: 14,968,716
    Death: 415,894
  • India 10,611,719
    India
    Confirmed: 10,611,719
    Active: 193,650
    Recovered: 10,265,163
    Death: 152,906
  • Brazil 8,639,868
    Brazil
    Confirmed: 8,639,868
    Active: 862,353
    Recovered: 7,564,622
    Death: 212,893
  • Russia 3,633,952
    Russia
    Confirmed: 3,633,952
    Active: 539,416
    Recovered: 3,027,316
    Death: 67,220
  • UK 3,505,754
    UK
    Confirmed: 3,505,754
    Active: 1,840,945
    Recovered: 1,571,519
    Death: 93,290
  • Italy 2,414,166
    Italy
    Confirmed: 2,414,166
    Active: 523,553
    Recovered: 1,806,932
    Death: 83,681
  • Turkey 2,406,216
    Turkey
    Confirmed: 2,406,216
    Active: 97,810
    Recovered: 2,283,919
    Death: 24,487
  • Germany 2,090,161
    Germany
    Confirmed: 2,090,161
    Active: 298,065
    Recovered: 1,741,800
    Death: 50,296
  • Pakistan 524,783
    Pakistan
    Confirmed: 524,783
    Active: 35,163
    Recovered: 478,517
    Death: 11,103
  • China 88,701
    China
    Confirmed: 88,701
    Active: 1,598
    Recovered: 82,468
    Death: 4,635

ଗଞ୍ଜାମ,୧୩ ।୧(ଓଡିଶା ଭାସ୍କର): ଗଞ୍ଜାମ ଜିଲ୍ଲା ତାମ୍ପରା ଏନଏଚ-୧୬ରେ ଦୁର୍ଘଟଣା ପରେ ଦୁର୍ଘଟଣା ଘଟିବାରେ ଲାଗିଛି । ମାତ୍ର କିଛି ଘଣ୍ଟାର ବ୍ୟବଧାନରେ ଗୋଟିଏ ଜାଗାରେ ୩ଟି ଦୁର୍ଘଟଣା ହୋଇଥିବା ଜଣାପଡିଛି । ସକାଳେ ତାମ୍ପରା ନିକଟରେ ଗୋଟିଏ ଗ୍ୟାସ୍ କଣ୍ଟେନର ଓଲଟି ପଡିଥିଲା । କଣ୍ଟେନର ଗ୍ୟାସ୍ ଲିକ୍ ହେବାରୁ ପ୍ରଶାସନ ପକ୍ଷରୁ ଗାଡି ଚଳାଚଳ ବନ୍ଦ କରାଯାଇଥିଲା । ଘଟଣାସ୍ଥଳକୁ ଆସୁଥିବା ପୋଲିସ କର୍ମଚାରୀଙ୍କ ଗାଡି ଓଲଟିପଡିଥିଲା । ପୋଲିସ ଗାଡି ଓଲଟିପଡିବାରୁ ୫ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଥିଲେ ।

ଏବେ ପୁଣି ସେହି ସ୍ଥାନରେ ଆଉ ଏକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସେଠାରେ ଏକ ଟ୍ରକ୍ ଓଲଟି ପଡିବା ଫଳରେ ଡ୍ରାଇଭରର ମୃତ୍ୟୁ ଘଟିଛି । କଣ୍ଟେନର ପଡିଥିବା କିଛି ଦୂରରେ ପାର୍କିଂ କଲା ବେଳେ ଟ୍ରକଟି ଓଲଟି ପଡିଛି ।

Get real time updates directly on you device, subscribe now.

Leave A Reply

Your email address will not be published.