ନୂଆଦିଲ୍ଲୀ: ପୁଣି ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛତିଶଗଡ଼ ସୁକୁମାରେ ୩ ଜଣ ଯବାନ ସହିଦ ହୋଇଥିବା ଜଣାପଡ଼ିଛି। ସର୍ଚ୍ଚ ଅପରେସନ ବେଳେ ଆଇଇଡି ବିସ୍ଫୋରଣରେ ସହିଦ ହୋଇଛନ୍ତି।
ସୂଚନାନୁଯାୟୀ, ଛତିଶଗଡ଼-ତେଲେଙ୍ଗାନା ମୁଲୁଗୁ ଜିଲ୍ଲାରେ ମାଓବାଦୀ-ଯବାନ ମୁହାଁମୁହିଁ ହୋଇଛନ୍ତି। ପେରୁରୁ ଏବଂ ୱାଜେଡୁ ଥାନା ଅଞ୍ଚଳରେ ଚାଲିଛି ଗୁଳି ବିନିମୟ ହୋଇଛି। ଏଥିରେ ୩ଯବାନଙ୍କ ମୃତ୍ୟୁ ଘଟିଛି ବୋଲି ସୂଚନା ରହିଛି।