ଆଜିକାଲି ଓଠରେ କେମିକାଲ ଲିପ୍ସଷ୍ଟିକ ଲଗାଇ ଓଠ କଳା କରିବାରେ ଲାଗିଛନ୍ତି ଝିଅ। କିନ୍ତୁ ଆପଣ ଯଦି ନିଜ ଓଠକୁ ପ୍ରାକୃତିକ ଉପାୟରେ ଲାଲ କରିବାକୁ ଚାହାଁନ୍ତି, ତେବେ ଆପଣାନ୍ତୁ ଦେଶୀ ଘିଅ।
କାରଣ ଦେଶୀ ଘିଅରେ ଥିବା ପୋଷକ ତତ୍ତ୍ୱ ଓ ଗୁଣ ଓଠକୁ ପ୍ରାକୃତିକ ଉପାୟରେ ଗୋଲାପି କରିଥାଏ। ନିୟମିତ ରାତିରେ ଶୋଇବା ପୂର୍ବରୁ ୩ ରୁ ୫ ମିନିଟ ଦେଶୀ ଘିଅରେ ଓଠକୁ ମାଲିସ କରିବା ଦ୍ୱାରା ଓଠ ଗୋଲାପି ହୋଇଥାଏ।