fbpx

ଦେହରୁ ଝାଳ ବାହାରି ଗନ୍ଧଉଥିଲେ ଆପଣାନ୍ତୁ ଏହି ଉପାୟ

Advertisement

ଖରା ଦିନରେ ଦେହରୁ ପ୍ରବଳ ଝାଳ ବୋହିଥାଏ।   ବାରମ୍ବାର ଗାଧୋଇଲେ ମଧ୍ୟ ଦେହରୁ ଝାଳ ବାହାରି ଥାଏ। । ଝାଳ ବାହାରିଲେ ଶରୀର ଦୁଗର୍ନ୍ଧ  ହୋଇଥାଏ ଓ ବିରକ୍ତି ମଧ୍ୟ ଲାଗିଥାଏ।  ଯଦି ଆପଣ ଏସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ ଆପଣାନ୍ତୁ ଏହି ଉପାୟ…

  ଗୋଲାପ ଫୁଲ ପାଖୁଡ଼ାକୁ ଗାଧୁଆ କୁଣ୍ଡରେ ପକାଇ କିଛି ସମୟ ପରେ ସେହି ପାଣିରେ ଗାଧାନ୍ତୁ। ଆପଣ ଝାଳ ସମସ୍ୟାରୁ ମୁକ୍ତି ପାଇବେ।

ସେହିପରି ମଲ୍ଲୀ ଫୁଲକୁ ପାଣିରେ ପକାନ୍ତୁ। ଏହି ପାଣିରେ ଗାଧାନ୍ତୁ। ଏହା କରିବା ଦ୍ୱାରା ଝାଳ ସମସ୍ୟାରୁ ମୁକ୍ତି ପାଇବେ ।

କିଛି ବୁନ୍ଦା ଦେହ ଲଗା ତେଲ ବାଥ ଟବ୍‌ ରେ ପକାଇ ଗାଧାନ୍ତୁ।

କିଛି ନିମ୍ବ ପତ୍ରକୁ ପାଣିରେ ପକାଇ ଫୁଟାଇବା ପରେ ତାକୁ ଥଣ୍ଡା କରି ଗାଧାନ୍ତୁ।

 

Get real time updates directly on you device, subscribe now.