fbpx
BSKY SKY
BSKY SKY

ତିର୍ତ୍ତୋଲ ବିଜେପି ଅଫିସରେ ତୁମୁଳକାଣ୍ଡ

BSKY

ଜଗତସିଂପୁର,୩୦ ।୧୦(ଓଡିଶା ଭାସ୍କର): ରାଜ୍ୟରେ ଉପନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇପଡିଛି ରାଜନୀତି । ଏହାରି ମଧ୍ୟରେ ତିର୍ତ୍ତୋଲ ବିଜେପି ଅଫିସରେ ହୋଇଛି ତୁମୁଳକାଣ୍ଡ । ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କ ଉପସ୍ଥିତିରେ ହୋଇଛି ଭଙ୍ଗାରୁଜା । ବ୍ୟାନର ଚିରିବା ସହ ଚେୟାର ଭାଙ୍ଗିଲେ ଅସନ୍ତୁଷ୍ଟ ହୋଇଥିବା ବିଜେପି କର୍ମୀ ।

Get real time updates directly on you device, subscribe now.