-
World 141,323,906
WorldConfirmed: 141,323,906Active: 18,251,630Recovered: 120,048,214Death: 3,024,062 -
USA 32,372,119
USAConfirmed: 32,372,119Active: 6,886,031Recovered: 24,905,332Death: 580,756 -
India 14,788,109
IndiaConfirmed: 14,788,109Active: 1,801,298Recovered: 12,809,643Death: 177,168 -
Brazil 13,900,134
BrazilConfirmed: 13,900,134Active: 1,183,384Recovered: 12,344,861Death: 371,889 -
Russia 4,693,469
RussiaConfirmed: 4,693,469Active: 268,887Recovered: 4,319,389Death: 105,193 -
UK 4,385,938
UKConfirmed: 4,385,938Active: 112,868Recovered: 4,145,810Death: 127,260 -
Turkey 4,212,645
TurkeyConfirmed: 4,212,645Active: 533,303Recovered: 3,643,734Death: 35,608 -
Italy 3,857,443
ItalyConfirmed: 3,857,443Active: 505,308Recovered: 3,235,459Death: 116,676 -
Germany 3,137,907
GermanyConfirmed: 3,137,907Active: 292,281Recovered: 2,765,100Death: 80,526 -
Pakistan 756,285
PakistanConfirmed: 756,285Active: 80,559Recovered: 659,483Death: 16,243 -
China 90,499
ChinaConfirmed: 90,499Active: 314Recovered: 85,549Death: 4,636
କୋଲକାତା,୫ ।୩: ପଶ୍ଚିମବଙ୍ଗ ନିର୍ବାଚନ ଲାଗି ରାଜନୀତି ଜୋର ଧରିଛି । ଏହାରି ମଧ୍ୟରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି ତୃଣମୂଳ କଂଗ୍ରେସ । ୨୯୧ଟି ସିଟରେ ଟିମସି ଲଢିବ ଓ ୩ଟି ସିଟରେ ସହଯୋଗୀ ଦଳ ଲଢିବେ ବୋଲି ଜଣାପଡିଛି । ଟିଏମସିର ୨୮ ପୁରୁଣା ବିଧାୟକଙ୍କୁ ଟିକେଟ ଦେଇନାହାନ୍ତି ମମତା ବାନାର୍ଜୀ । ଏନେି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟିଏମସିର ମୁଖ୍ୟ ମମତା ବାନାର୍ଜୀ ଘୋଷଣା କରିଛନ୍ତି । ୫୦ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି ତୃଣମୂଳ କଂଗ୍ରେସ । ହାୱଡାର ଶିବପୁରରୁ କ୍ରିକେଟର ମନୋଜ ତିୱାରୀ ନିର୍ବାଚନ ଲଢିବେ । ଏଥର ବଭାନୀପୁର ନୁହେଁ, ବରଂ ନନ୍ଦିଗ୍ରାମରୁ ନିର୍ବାଚନ ଲଢିବେ ମମତା । ଏନେଇ ମାର୍ଚ୍ଚ ୧୦ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ମମତା ବାନାର୍ଜୀ ।
Comments are closed.