fbpx
BSKY SKY
BSKY SKY

କଟକରୁ ଆଜି ୧୯ କରୋନା ଆକ୍ରାନ୍ତ ଚିହ୍ନଟ

BSKY

କଟକ, ୧୬ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୪୯୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୯ଜଣ କଟକ ମହାନଗର ନିଗମ ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ଚିହ୍ନଟ ହୋଇଥିବା ୧୯ଜଣଙ୍କ ମଧ୍ୟରୁ ସରକାରୀ କ୍ୱାରେଣ୍ଟିନରୁ ୫ଜଣ ଓ ପେଡ଼ କ୍ୱାରେଣ୍ଟିନ ଜଣେ, ହୋମ କ୍ୱାରେଣ୍ଟିନରୁ ୧୩ଜଣ ପଜିଟିଭ ବାହାରିଛନ୍ତି । ଏହାସହ କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୪କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୧୫୭ଜଣ ସୁସ୍ଥ ହୋଇଛନ୍ତି ଓ ୭ଜଣଙ୍କର ମୃତ୍ୟୁ ହୋଇଛି । ଏବେ ବିଭିନ୍ନ ହସ୍ପିଟାଲରେ ୧୫୦ଜଣ ଚିକିତ୍ସାଧୀନ ଅଛନ୍ତି ।

Get real time updates directly on you device, subscribe now.