fbpx

ଆଜି ଠାରୁ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, ୨୧/୮(ଓଡ଼ିଶା ଭାସ୍କର): ଆଜି ଠାରୁ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଦିନ ୧୧ଟାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ ଏବଂ ସେପ୍ଟେମ୍ବର ୪ ତାରିଖ ଯାଏଁ ଚାଲିବ । ଏହି ସମୟ ମଧ୍ୟରେ ଛାତ୍ରଛାତ୍ରୀ ୱେବସାଇଟରେ କମନ ଆପ୍ଲିକେସନ ଫର୍ମ ଜରିଆରେ ଅନଲାଇନ ଆବେଦନ କରିପାରିବେ।www.Samsodisha.gov.in ୱେବସାଇଟରେ ଛାତ୍ରଛାତ୍ରୀମାନେ ଅନଲାଇନ ଆବେଦନ କରିପାରିବେ ।

Get real time updates directly on you device, subscribe now.