fbpx

ବଡ଼ ଖବର: ରାଜ୍ୟର ୩୦ ଜିଲ୍ଲାରୁ ଆଜି ୪୨୩୭ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୨୩ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ସର୍ବାଧିକ ୩୦ ଜିଲ୍ଲାରୁ ୪୨୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୮୫ ଓ ସ୍ଥାନୀୟ ଅଞ୍ଚଳରୁ ୧୭୫୨ ଜଣ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୨୫୪୮କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଖୋର୍ଦ୍ଧାରୁ ୬୪୭, କଟକରୁ ୫୭୭, ପୁରୀରୁ ୨୧୯, ଝାରସୁଗୁଡ଼ାରୁ ୨୦୫, ଯାଜପୁରରୁ ୨୦୧, ଜଗତସିଂହପୁରରୁ ୧୭୩, ବାଲେଶ୍ୱରରୁ ୧୬୧, କେନ୍ଦ୍ରାପଡ଼ାରୁ ୧୪୮, ମୟୁରଭଞ୍ଜରୁ ୧୩୯, ଭଦ୍ରକରୁ ୧୩୬, ସୋନପୁରରୁ ୧୩୧, ବରଗଡ଼ରୁ ୧୨୧, ନୂଆପଡ଼ାରୁ ୧୧୫, ସମ୍ବଲପୁରରୁ ୧୧୧, ଅନୁଗୁଳରୁ ୧୧୦, ସୁନ୍ଦରଗଡ଼ରୁ ୧୦୧, କୋରାପୁଟରୁ ୮୯, ଗଞ୍ଜାମରୁ ୭୧, ଢ଼େଙ୍କାନାଳରୁ ୭୦, ନବରଙ୍ଗପୁରରୁ ୭୦, ବଲାଙ୍ଗୀରରୁ ୬୭, କଳାହାଣ୍ଡିରୁ ୫୭, କନ୍ଧମାଳରୁ ୫୫, ରାୟଗଡ଼ାରୁ ୫୧, ନୟାଗଡ଼ରୁ ୫୦, ମାଲକାନଗିରିରୁ ୪୪, ବୌଦ୍ଧରୁ ୪୩, କେନ୍ଧୁଝରରୁ ୪୨, ଗଜପତିରୁ ୪୨, ଦେଓଗଡ଼ରୁ ୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.