fbpx

ଆଜି ଅନୁଗୁଳ ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ୱର,୨୮ ।୨(ଓଡିଶା ଭାସ୍କର): ଗ୍ରୀଷ୍ମପ୍ରବାହ ବଢି ବଢି ଚାଲିଛି । ଆଜି ରାଜ୍ୟରେ ସବୁଠାରୁ ଉତ୍ତପ୍ତ ସହର ପାଲିଟିଛି ଅନୁଗୁଳ । ଅନୁଗୁଳର ତାପମାତ୍ରା ସର୍ବାଧିକ ୪୦.୧ ଡିଗ୍ରୀ ରେକର୍ଡ କରାଯାଇଛି । ୪୦ ଡିଗ୍ରୀ ସହ ଦ୍ୱିତୀୟ ସ୍ଥାନରେ ଭୁବନେଶ୍ୱର ଓ ବୌଦ୍ଧର ତାପମାତ୍ରା ରହିଛି । ସେହିପରି ବାରିପଦାରେ ୩୯.୪ ଡିଗ୍ରୀ, କଟକରେ ୩୯.୨ ଡିଗ୍ରୀ, ସମ୍ବଲପୁରରେ ୩୮.୫ ଡିଗ୍ରୀ, ବଲାଙ୍ଗିର ଟିଟିଲାଗଡ ଓ ନୟାଗଡରେ ତାପମାତ୍ରା ୩୮.୪ ଡିଗ୍ରୀ ରେକର୍ଡ କରାଯାଇଛି । ଚାନ୍ଦବାଲି, ତାଳଚେର ଓ ସୋନପୁରରେ ୩୮.୨ ଡିଗ୍ରୀ ତାପମାତ୍ରା ରହିଛି ।

Get real time updates directly on you device, subscribe now.