fbpx

Video; ଆଜି ନାଗ ପଞ୍ଚମୀ ତୁମେ କ୍ଷୀର ପିଇବା ଦରକାର, ସ୍ତ୍ରୀକୁ ଏପରି କହିଲେ ସ୍ୱାମୀ, ଆଉ ତା ପରେ….

ନୂଆଦିଲ୍ଲୀ: ଶ୍ରାବଣ ମାସ ଶୁକ୍ଳପକ୍ଷ ପଞ୍ଚମ ତିଥିରେ ନାଗ ପଞ୍ଚମୀ ପାଳନ କରାଯାଏ, ଯେଉଁଥିରେ ମହାଦେବ ଶିବଙ୍କ ବେକରେ ଥିବା ସର୍ପ ଦେବତାଙ୍କୁ ପୂଜା କରାଯାଏ । ଚଳିତ ବର୍ଷ ନାଗ ପଞ୍ଚମୀ ଅଗଷ୍ଟ ଆଜି ପାଳିନ ହେଉଛି। ହିନ୍ଦୁ ଧର୍ମରେ ଶିବ ଏବଂ ବିଷ୍ଣୁଙ୍କ ନିକଟରେ ସର୍ପ ଦେବତାଙ୍କୁ ଦେଖିବାକୁ ମିଳେ । ବିଶ୍ୱାସ କରାଯାଏ ଯେ ଭଗବାନ ବିଷ୍ଣୁଙ୍କ ଅବତାର ଶ୍ରୀକୃଷ୍ଣ ପିଲାଦିନେ କାଳିଆ ଦଳନ କରି ଯମୁନା ନଦୀରୁ ସୁରକ୍ଷିତ ଭାବେ ବାହାରକୁ ଆସିଥିଲେ । ସେବେଠାରୁ ଏହି ଦିନକୁ ନାଗ ପଞ୍ଚମୀ ଭାବେ ପାଳନ କରାଯାଏ ।

ନାଗ ପଞ୍ଚମୀ ଅବସରରେ ସମସ୍ତେ ନିଜ ବନ୍ଧୁ, ସମ୍ପର୍କୀୟ ଓ ପରିଚିତବ୍ୟକ୍ତିଙ୍କୁ ଶୁଭେଚ୍ଛା ଜଣାଇ ଏହାର ମହତ୍ତ୍ୱ ବୁଝାଇ ଏହି ପର୍ବ ପାଳନ କରିଥାନ୍ତି । ହେଲେ ସେସିଆଲମିଡିଆରେ ଭାଇରାଲ ହେଉଛି ଦମ୍ପତିଙ୍କ ମଜାଦାର ଭିଡିଓ । ଭିଡିଓରେ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଏକ ପାତ୍ରରେ କ୍ଷୀର ନେଇ ଆସୁଛନ୍ତି, ଆଉ କହୁଛନ୍ତି ଆଜି ନାଗ ପଞ୍ଚମୀ ତୁମେ କ୍ଷୀର ପିଇବା ଦରକାର । ଏହା ପରେ ସ୍ତ୍ରୀ ଜଣଙ୍କ ତାଙ୍କ ସ୍ୱାମୀଙ୍କ ଉପରେ ରାଗି ଯାଉଛନ୍ତି । ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

Get real time updates directly on you device, subscribe now.