fbpx

କାଲି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର,୧୬ ।୨(ଓଡିଶା ଭାସ୍କର): ଆସନ୍ତାକାଲି ବସିବାକୁ ଯାଉଛି ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସକାଳ ୯ଟା ୪୫ରେ ବସିବ ବୈଠକ । ତେବେ ଆସନ୍ତାକାଲିର ବୈଠକରେ କିଛି ଗୁରୁତ୍ୱପୂର୍ଣର୍ ପ୍ରସ୍ତାବରେ ମୋହର ଲାଗିବା ନେଇ ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.