fbpx

ଏହି ୫ ପ୍ରକାର ଖାଦ୍ୟ ଅଧିକ ଖାଉଥିଲେ ସାବଧାନ, କଳା ପଡିଯାଇ ପାରନ୍ତି !

ସୁନ୍ଦର ଓ ଗୋରା  ଦିଶିବାକୁ ସମସ୍ତିଙ୍କର ଇଛା ଥାଏ। ତେଣୁ ଝିଅମାନେ କେତେ କେତେ ଉପାୟ ଅବଲମ୍ବନ କରିବା ସହ କେତେ ପ୍ରକାର କ୍ରିମ୍ ବ୍ୟବହାର କରୁଛନ୍ତି। ତେବେ ଯଦି ମୁହଁ ମଳିନ ପଡ଼ିଯାଉଛି ବା ଟିକିଏ କଳା ପଡିଯାଉଛି ତେବେ ଆମେ ଚିନ୍ତାରେ ପଡିଯାଉଛେ। ବାହାରେ ପରିବେଶ ଦୂଷିତ ଯୋଗୁ ଓ ଏମିତି କିଛି ଖାଦ୍ୟ ଅଛି, ଯାହା ଅଧିକ ପରିମାଣରେ ଖାଇଲେ ଶରୀରରେ ସାବନାପଣ ବୃଦ୍ଧି ପାଇଥାଏ। ଆସନ୍ତୁ ଜାଣିବା ଏହି ଖାଦ୍ୟ ସଂପର୍କରେ।

ଅଧିକ ମାତ୍ରାରେ ଚିନି ଖାଇଲେ ଶରୀରରେ ସାବନାପଣ ବୃଦ୍ଧି ହେବାର ସମ୍ଭାବନା ଥାଏ।

ଗୋଟେ ଦିନରେ ତିନି କପରୁ ଅଧିକ କଫି ପିଇଲେ ଶରୀରରେ କାଫିନ୍ ଷ୍ଟ୍ରେସ୍ ହରମୋନ୍ ସ୍ତର ବୃଦ୍ଧି ପାଇଥାଏ। ଯାହା ଫଳରେ ତ୍ୱଚାରେ ସାବାନାପଣ ବୃଦ୍ଧିପାଏ।

କମଳା ରସ ଓ ଧଳା ପାଉଁରୁଟି ତ୍ୱଚାର ଗୋରା ପଣକୁ କମେଇ ଦେଇଥାଏ।

ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ ସ୍କିନ୍ ପାଇଁ  ବହୁତ ହାନିକାରକ ହୋଇଥାଏ।

Get real time updates directly on you device, subscribe now.