fbpx

ପୁଣି ଲାଗିବ ପର୍ଯ୍ୟଟକଙ୍କ ଭିଡ଼: ଆଜିଠୁ ଖୋଲିବ ଭିତରକନିକା ଅଭୟାରଣ୍ୟ

AAKASH

ରାଜନଗର: ଓଡ଼ିଶାର ଅନ୍ୟତମ ଅଭୟାରଣ୍ୟ ଭିତରକନିକା ପୁଣିଥରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଉଲବ୍ଧ ହେବାକୁ ଯାଉଛି । ପୁଣିଥରେ ଅଭୟାରଣ୍ୟ ଭିତରକୁ ଯାଇ କୁମ୍ଭୀର ଦେଖିପାରିବେ ହଜାର ହଜାର ଯ।।ତ୍ରୀ । କୁମ୍ଭୀର ଗଣନା ପାଇଁ ଭିତରକନିକା ଅଭୟାରଣ୍ୟକୁ ବନ୍ଦ ରଖା ଯାଇଥିଲା । ୫ ତାରିଖରୁ ଏହି ଅଭୟାରଣ୍ୟ ବନ୍ଦ ରହିଥିବା ବେଳେ କୁମ୍ଭୀର ଗଣନା ଶେଷ ହେବା ପରେ ୧୩ ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖାଯାଇଛି । ଏହାପରେ ଆଜିଠାରୁ ଭିତରକନିକାରେ ପୁଣିଥରେ ଲାଗିବ ହଜାର ହଜାର ପର୍ଯ୍ୟଟକଙ୍କ ମେଳା ।

Get real time updates directly on you device, subscribe now.