fbpx

ଗଞ୍ଜାମରେ ପହଞ୍ଚିଲା ଆଉ ଏକ ଟ୍ରେନ୍

ଗଞ୍ଜାମ,୧୦ ।୫(ଓଡିଶା ଭାସ୍କର): ବାହାରେ ଫସିଥିବା ପ୍ରବାସୀ ଓଡିଆଙ୍କୁ ନେଇ ଗଞ୍ଜାମ ଜଗନ୍ନାଥପୁରରେ ପହଞ୍ଚିଲା ଆଉ ଏକ ଟ୍ରେନ୍ । ଏଥିରେ ଗୁଜୁରାଟ ସୁରତରୁ ୧୧୮୦ ପ୍ରବାସୀ ଓଡିଆ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୧୧୭୨ ଜଣ ଗଞ୍ଜାମ ବୋଲି ଜଣାପଡିଛି ।

Get real time updates directly on you device, subscribe now.