fbpx

୩ଟି ସ୍ଥାନରେ ସ୍କ୍ରିନିଂ କରିବ ବିଏମସି

ଭୁବନେଶ୍ୱର,୧୦ ।୫(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ୩ଟି ସ୍ଥାନରେ ପ୍ରବାସୀଙ୍କୁ ସ୍ୱାଗତ କରିବା ସହ ସ୍କ୍ରିନିଂ କରିବ ବିଏମସି । ଖଣ୍ଢଗିରି ପଟୁ ତପୋବନ ସ୍କୁଲରେ ପ୍ରବାସୀଙ୍କ ସ୍କ୍ରିିନିଂ ହେବ । ସେହିପରି ରସୁଲଗଡ ପଟୁ କୋଚିଲେଇ ହାଟ ନିକଟ ଆଶ୍ରମ ସ୍କୁଲରେ ସ୍କ୍ରିନିଂ ହବ । ପୁରୀ ପଟୁ ଉତ୍ତରା ଛକ କୃପାଞ୍ଜଳ ଇଞ୍ଜିନିୟରିଂକଲେଜରେ ସ୍କ୍ରିନିଂ ହେବ । ସେଠାରୁ ସେମାନେ ହୋମ୍ ବା ପେଡ୍ କ୍ୱାରେଣ୍ଟାଇନରେ ରହିବେ । ଏହାପରେ ସେମାନଙ୍କ ଘରେ ଷ୍ଟିକର ମାରିବ ବିଏମସି । ଯଦି ସେମାନଙ୍କ ନିକଟରେ କିଛି ଲକ୍ଷଣ ଦେଖାଦିଏ, ତେବେ ଜଣାଇବାକୁ କୁହାଯାଇଛି ।

Get real time updates directly on you device, subscribe now.