fbpx

ରେଳ ବଜେଟକୁ ନେଇ କଣ କହିଲେ ପରିବହନ ମନ୍ତ୍ରୀ ?

ଭୁବନେଶ୍ୱର,୬ ।୨(ଓଡିଶା ଭାସ୍କର): ରେଳ ବଜେଟରେ ଓଡିଶା ପାଇଁ ୪.୩୭୩ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଏହି ବଜେଟ୍ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି ଯେ, ରେଳ ବଜେଟରେ ଓଡିଶାର ଅନୁଦାନ କମିଛି । ବଜେଟ୍ ନୈରାଶ୍ୟଜନକ ରହିଛି । ଯେତିକି ପାଇବା ପାଇଁ ଆମେ ଆଶା କରୁଥିଲୁ, ସେତିକି ପାଇନୁ । ପୂର୍ବ ବର୍ଷଠାରୁ ଚଳିତବର୍ଷର ବଜେଟ୍ କମିଛି । ଏନେଇ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ସହ ଆଲୋଚନା ହେବ ।’

ରେଳ ବଜେଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହେବେ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ କହିଛନ୍ତି ।

Get real time updates directly on you device, subscribe now.