fbpx

ଆସିଲା ୯୧ଠାରୁ ୧୦୨ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ

ଭୁବନେଶ୍ୱର, ୨୬ା୪(ଓଡ଼ିଶା ଭାସ୍କର): ଆଜି ୧୨ ଜଣ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି ସରକାର । ୯୧, ୯୨, ୯୩, ୯୪,୯୫, ୯୬, ୯୭,୯୮, ୯୯, ୧୦୦,୧୦୧ ଓ ୧୦୨  ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି ସରକାର । ଯାଜପୁର ଜିଲ୍ଲାର ପ୍ରାୟ ସମସ୍ତ ଆକ୍ରାନ୍ତଙ୍କ ଗସ୍ତ ବିବରଣୀରେ କୋଲକାତା ଲିଙ୍କ ରହିଛି । ସେହିପରି ସୁନ୍ଦରଗଡ଼ରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ୬୯ନମ୍ବର ଆକ୍ରାନ୍ତଙ୍କ ପଡ଼ୋଶୀ ଥିଲେ ବୋଲି ଜଣାପଡ଼ିଛି ।

 

Get real time updates directly on you device, subscribe now.