fbpx

ଆସିଲା ୫ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ

ଭୁବନେଶ୍ୱର, ୨୮ା୪(ଓଡ଼ିଶା ଭାସ୍କର): ୫ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି ରାଜ୍ୟ ସରକାର । ୧୦୪ରୁ ୧୦୮ ଯାଏଁ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି ସରକାର । ୪ନୂଆ ଆକ୍ରାନ୍ତଙ୍କ ୬୧ନମ୍ବର ଆକ୍ରାନ୍ତଙ୍କ ନିକଟତମ ପଡ଼ୋଶୀ । ୧୦୮ନମ୍ବର ଆକ୍ରାନ୍ତ ୭୯ନମ୍ବର ଆକ୍ରାନ୍ତଙ୍କ ନିକଟତମ ପଡ଼ୋଶୀ ବୋଲି ଜଣାପଡ଼ିଛି । ସମସ୍ ୫ଜଣ ଆକ୍ରାନ୍ତ ନେଳିଆବାଗ ଅଞ୍ଚଳର ।

Get real time updates directly on you device, subscribe now.