fbpx

ଆସିଲା ୮୪ ଠାରୁ ୯୦ପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ

ଭୁବନେଶ୍ୱର, ୨୫ା୪(ଓଡ଼ିଶା ଭାସ୍କର): ଆଜି କରୋନାରେ ଆକ୍ରାନ୍ତ ଥିବା ୭ଜଣଙ୍କ ଗସ୍ତ ବିବରଣୀ ଦେଇଛନ୍ତି ସରକାର । ୮୪,୮୫,୮୬,୮୭,୮୮,୮୯ ଓ ୯୦ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି ସରକାର । ସେମାନଙ୍କ ମଧ୍ୟରୁ ୩ଜଣ ଆକ୍ରାନ୍ତଙ୍କର ୭୩ନମ୍ବର ଆକ୍ରାନ୍ତଙ୍କ ସହ ଲିଙ୍କ୍ ରହିଛି । ୮୫ନମ୍ବର ଆକ୍ରାନ୍ତ ଜଣକ ୭୩ନମ୍ବର ଆକ୍ରାନ୍ତଙ୍କ ସହ କୋଲକାତାରୁ ଫେରିଥିଲେ । ୮୬ ଓ ୮୭ନମ୍ବର ଆକ୍ରାନ୍ତ ୭୩ନମ୍ବର ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ । ନମ୍ବର ୮୪ ଆକ୍ରାନ୍ତ ଜଣକ ୭୪ନମ୍ବର ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.