fbpx

ଆସିଲା ୨ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

ଭୁୁବନେଶ୍ୱର୧୧ ।୪(ଓଡିଶା ଭାସ୍କର): କରୋନା ରୋଗୀଙ୍କ ସଂଖ୍ୟା ରାଜ୍ୟରେ ବଢି ବଢି ଚାଲିଛି । ଗତକାଲି ଚିହ୍ନଟ ହୋଇଥିବା ୨ ରୋଗୀଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦କୁ ବୃଦ୍ଧି ପାଇଛି । ୨ କରୋନା ରୋଗୀଙ୍କ ଗସ୍ତ ବିବରଣୀ ସମ୍ପର୍କରେ ଆଜି ସୂଚନା ଦେଇଛନ୍ତି ସରକାର । ୪୯ ନମ୍ବର ଆକ୍ରାନ୍ତ ଜଣକ ୩୫ ବର୍ଷୀୟ ମହିଳା ହୋଇଥିବା ବେଳେ ୫୦ ନମ୍ବର ଆକ୍ରାନ୍ତ ଜଣକ ୨୩ ବର୍ଷୀୟ ଯୁବକ ଥିବା ଜଣାପଡିଛି । ଉଭୟ ଆକ୍ରାନ୍ତ ଭୁବନେଶ୍ୱର ମଧୂସୁଦନ ନଗର ଆକ୍ରାନ୍ତଙ୍କ ସହ ସଂସ୍ପର୍ଶରେ ଆସିଥିଲେ ।

Get real time updates directly on you device, subscribe now.