fbpx

ଟ୍ରକକୁ ଧକ୍କା ଦେଲା ପିକଅପ୍, ଜଣେ ମୃତ ୨ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ରୁପସା ଥାନା ହଳଦୀପଡ଼ା ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ସୋରରୁ ବସ୍ତା ଅଭିମୁଖେ ଯାଉଥିବା ଏକ ପିକଅପକୁ ପଛ ପଟୁ ଧକ୍କ ଦେଇଥିଲା ଟ୍ରକ । ଏହି ଦୁର୍ଘଟଣାରେ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ୨ ଜଣ ଗୁରୁତର ଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ୨ ଗୁରୁତରଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକର ଡ୍ରାଇଭର ଫେରାର ଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା ।

Get real time updates directly on you device, subscribe now.