fbpx

Breaking: ମାଡିଗଲା ଟ୍ରକ, ୩ ବାଇକ୍ ଆରୋହୀ ମୃତ

AAKASH

ଭୁବନେଶ୍ୱର: ଭଦ୍ରକରୁ ଏକ ମର୍ମନ୍ତୁଦ ଖବର ସାମ୍ନାକୁ ଆସିଛି । ଟ୍ରକ ମାଡିଯାଇ ୩ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି । ରାଣୀତାଲ ସ୍ଥିତ ଘରୋଇ ଇଂଜିନିୟରିଂ କଲେଜ ସାମ୍ନାରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଭଦ୍ରକ ମେଡିକାଲରେ ଜଣଙ୍କର ମୃତୁୁ୍ୟ ହୋଇଛି । ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି ।

Get real time updates directly on you device, subscribe now.