fbpx

ଇରାନର ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତିଙ୍କ ଟ୍ୱିଟ

ନୂଆଦିଲ୍ଲୀ, ୮ା୧: ଇରାନର ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ ଏକ ଟ୍ୱିଟ କରିଛନ୍ତି । ସେ କହିଛନ୍ତି ଅଲ ଇଜ ୱେଲ । ଆମେ କଣ କରିବୁ ତାହା କାଲି ଦେଖାଇବୁ । ଆମ ପାଖରେ ସବୁଠାରୁ ଶକ୍ତିଶାଳୀ ସେନା ଅଛନ୍ତି ବୋଲି ଟ୍ରମ୍ପ କହିଛନ୍ତି ।
ଉଲ୍ଲେଖ ଯୋଗ୍ୟ ଇରାକ ସ୍ଥିତ ଆମେରିକୀୟ ଏୟାରବେସରେ ହମଲା ହୋଇଛି । ଇରାନ ପକ୍ଷରୁ ଘନ ଘନ ରକେଟ ମାଡ଼ ହୋଇଥିବା ସୂଚନା ରହିଛି । ଏନେଇ କିଛି କ୍ଷୟକ୍ଷତି ଏବଂ ମୃତାହତ ନେଇ କୌଣସି ସୂଚନା ମିଳିନାହିଁ ।

Get real time updates directly on you device, subscribe now.