fbpx

ତେହେରାନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ, ୧୭୦ମୃତ

ଇରାନ, ୮ା୧: ଇରାନ ଏୟାର ପୋର୍ଟ ନିକଟରେ ବଡ଼ ଦୁର୍ଘଟଣା ହୋଇଛି । ଇରାନର ତେହେରାନଠାରେ ଏକ ଯାତ୍ରୀବାହି ବିମାନ ଦୁର୍ଘଟଣା ହୋଇଛି । ବିମାନରେ ଥିବା ୧୮୦ଜଣ ଯାତ୍ରୀଙ୍କ ମଧ୍ୟରୁ ୧୭୦ଜଣଙ୍କର ମୃତ୍ୟୁ ହୋଇଛି । ଉଡ଼ାଣ ଆରମ୍ଭରୁ ୟୁକ୍ରେନର ବିମାନ ବୋଇଂ-୭୩୭ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି । ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Get real time updates directly on you device, subscribe now.